ସାରା ଭାରତରେ ଏଭଳି ସାପ ବିଷ କାରବାର ଦେଖିବାକୁ ମିଳୁଛି


• ସାରା ଭାରତରେ ଏଭଳି ସାପ ବିଷ କାରବାର ଦେଖିବାକୁ ମିଳୁଛି।

• ଓଡ଼ିଶାରେ ବି ବ୍ୟାପକ ଭାବେ ସାପ ବିଷ କାରବାର ହେଉଛି।

• ଓଡ଼ିଶାରୁ ସାପ ବିଷ ବାହାରକୁ ଚାଲାଣ ହେଉଥିବା ସୂଚନା।

• ଓଡ଼ିଶା ବନ ବିଭାଗ ପୂରା ଫେଲ୍‌, କିଛି କରୁନି।

• ମାନେକା ନା ହାତୀ ପାଇଁ ନା ସାପ ପାଇଁ, ବନ ବିଭାଗ କିଛି କରୁନି।


error: Content is protected !!