• ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଉପରେ ED ନଜର।
• ମହାଦେବ ବେଟିଂ ଆପ୍ ଲିଙ୍କ୍ରେ ବଘେଲଙ୍କ ଉପରେ ନଜର।
• କୋରିୟର ସଂସ୍ଥାର ୫ କୋଟି କ୍ୟାସ୍, ୧୫ କୋଟି ଜମା ସିଜ୍ ପରେ ଖୁଲାସା।
• ମହାଦେବ ବେଟିଂ ଆପ୍ ପ୍ରମୋଟର ୫୦୮ କୋଟି ଦେଇଥିବା ଅଭିଯୋଗ।
• ବଘେଲଙ୍କ ବାବଦରେ ତଥ୍ୟ ସଂଗ୍ରହ ପାଇଁ EDର ଛାନଭିନ୍।
Post Views: 68
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ
ପୋଲ ଉପରେ ୨ ଫୁଟର ପାଣି