ରେଞ୍ଜରୋଭୋର କାର ଦୁର୍ଘଟଣାରେ ଆହତ ଯୁବତୀଙ୍କ ମୃତ୍ୟୁ


ଭୁବନେଶ୍ୱର: ଗତ ୩୧ତାରିଖ ଦିନ ଭୁବନେଶ୍ୱର ପାୱାର ହାଉସ ଛକରେ ଏକ ରେଞ୍ଜରୋଭର କାର ଦ୍ୱାରା ଘଟିଥିବା ସଡକ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଚିକିର୍ଛିତ ହେଉଥିବା ଯୁବତୀ ଲୋପମୁଦ୍ରା ସାହୁ ଙ୍କ ଚିକିର୍ଚ୍ଛାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବର୍ତ୍ତମାନ ସୁଚନା ଆସୁଛି।


error: Content is protected !!