୧୫ ଜଣଙ୍କ ମୃତ୍ୟୁ ପ୍ରାୟ ୬୦ ଆହତ


୧୫ ଜଣଙ୍କ ମୃତ୍ୟୁ , ପ୍ରାୟ ୬୦ ଆହତ ହୋଇଥିବା ସୂଚନା। ତେବେ ଆମ୍ବୁଲାନ୍ସରେ ଆତଙ୍କବାଦୀ ଥିବା ଦାବି କଲା ଇସ୍ରାଏଲ୍‌। ଉତ୍ତର ଗାଜାର ଏକ ସ୍କୁଲ ଉପରକୁ ମଧ୍ୟ ବୋମାମାଡ଼ , ୨୦ ମୃତ।


error: Content is protected !!