ଖୁବ୍‌ଶୀଘ୍ର ଭୁବନେଶ୍ବରରୁ ଅନ୍ୟ ସହରକୁ ଉଡ଼ିବ ବିମାନ


• ଖୁବ୍‌ଶୀଘ୍ର ଭୁବନେଶ୍ବରରୁ ଅନ୍ୟ ସହରକୁ ଉଡ଼ିବ ବିମାନ।

• ସୁରତ, ଡେରାଡୁନ, ଚଣ୍ଡିଗଡ଼ ଓ ଜମ୍ମୁକୁ ଉଡ଼ିପାରେ ବିମାନ।

• ଭୁବନେଶ୍ୱରରୁ ଏସବୁ ସହରକୁ ଖୁବଶୀଘ୍ର ଉଡ଼ିପାରେ ବିମାନ।

• ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଲେ ବିମାନ ବନ୍ଦର ନିର୍ଦ୍ଦେଶକ।

• ସୁରତ ପାଇଁ ସ୍ଲଟ୍‌ ଦେବାକୁ ଏୟାର ଲାଇନ୍ସକୁ କୁହାଯାଇଛି।


error: Content is protected !!