ନୂଆପଡ଼ାରେ ରକ୍ତମୁଖା ବାଘ


ନୂଆପଡ଼ାରେ ରକ୍ତମୁଖା ବାଘ, ମହିଳାଙ୍କୁ ମାରି ଖାଇଲା, ସଦର ରେଞ୍ଜ ଧରମବନ୍ଧା ସେକ୍ସନରେ କଲରାପତରିଆ ଆତଙ୍କ, ସିଲିଆରିବାହାରା ଗାଁ ଜଙ୍ଗଲରେ ମହିଳାଙ୍କୁ ମାରି ଖାଇଲା, ଗତକାଲି ମହିଳାଜଣଙ୍କ ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ,ଆଜି ମହିଳାଙ୍କୁ ବାଘ ମାରି ଖାଉଥିବା ଲୋକେ ଦେଖିଥିଲେ, ପୂର୍ବରୁ ଜଣେ ନାବାଳକକୁ ମାରି ଖାଇଥିଲା ବାଘ।


error: Content is protected !!