ସାମ୍ବାଦିକାଙ୍କୁ ମାଡ଼ ମାମଲା


ସାମ୍ବାଦିକାଙ୍କୁ ମାଡ଼ ମାମଲା; ବଢ଼ିଲା ଟୁଟୁ ନାୟକଙ୍କ ଅଡୁଆ, ଟୁଟୁଙ୍କ ବିରୋଧରେ ନିଜ ଆଡୁ ମାମଲା କଲେ ମହିଳା କମିଶନ,ମାମଲା ରୁଜୁ ନେଇ ସୂଚନା ଦେଲେ ମହିଳା କମିଶନ ଅଧ୍ୟକ୍ଷା, ପୁଲିସ କମିଶନରଙ୍କୁ ରିପୋର୍ଟ ତଲବ କଲେ କମିଶନ,୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ନିର୍ଦ୍ଦେଶ।


error: Content is protected !!