ଧାନ ମଣ୍ଡି ବୁଲିବେ ସଚିବ: ମନ୍ତ୍ରୀ


• ଧାନ ସଂଗ୍ରହରେ ସ୍ବଚ୍ଛତା ଆଣିବାକୁ ମଣ୍ଡି ବୁଲିବେ ସଚିବ।

• ମଣ୍ଡି ବୁଲିବାକୁ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ନିର୍ଦେଶ।

• ଖରିଫ ଧାନ ସଂଗ୍ରହ ଆରମ୍ଭ ହେବାକୁ ଥିବାରୁ ନିଷ୍ପତ୍ତି।

• ଜିଲ୍ଲା ଗସ୍ତ ସମୟରେ ଧାନ ମଣ୍ଡିର ପ୍ରସ୍ତୁତି ତଦାରଖ କରିବେ।


error: Content is protected !!