ରାସ୍ତାକଡ଼ରୁ ନବଜାତ କନ୍ୟା ଉଦ୍ଧାର


ରାସ୍ତାକଡ଼ରୁ ନବଜାତ କନ୍ୟା ଉଦ୍ଧାର।ନୀଳଗିରି: ୬ନଂ ୱାର୍ଡ ରାସ୍ତାକଡ଼ରୁ ନବଜାତ କନ୍ୟା ଉଦ୍ଧାର। ଶିଶୁକନ୍ୟାକୁ ଉଦ୍ଧାର କରି ମେଡିକାଲ ପଠାଇଲେ ଲୋକେ। ଶିଶୁକନ୍ୟାର ଅବସ୍ଥା ସ୍ଥିର ନଥିବାରୁ ବାଲେଶ୍ୱର ସ୍ଥାନାନ୍ତର। ଶିଶୁକନ୍ୟାକୁ କିଏ ଓ କାହିଁକି ସେଠାରେ ଛାଡ଼ିଲା ଅସ୍ପଷ୍ଟ।


error: Content is protected !!