ଅମ୍ବାଭନା ଥାନାରେ ଭଙ୍ଗାରୁଜା


ଅମ୍ବାଭନା ଥାନାରେ ଭଙ୍ଗାରୁଜା । ବରଗଡ଼ ଅମ୍ବାଭୋନା ଥାନାରେ ପଶି ହଙ୍ଗାମା ସହ ଭଙ୍ଗାରୁଜା। ୨୫/୩୦ ଜଣ ଯୁବକ ଥାନାରେ ପଶି ଭଙ୍ଗାରୁଜା କଲେ। ପୋଲିସ ଚଢ଼ାଉରେ କ୍ଷୁବ୍ଧ ହୋଇ ଉତ୍ତ୍ୟକ୍ତ ଯୁବକଙ୍କ ଭଙ୍ଗାରୁଜା।


error: Content is protected !!