ନେପାଳରେ ପୁଣି ଭୂକମ୍ପ


ନେପାଳରେ ପୁଣି ଭୂକମ୍ପ ଝଟକା , ତୀବ୍ରତା ୩.୬।କାଠମାଣ୍ଡୁର ଉତ୍ତରପଶ୍ଚିମ ଦିଗରେ ଝଟକା ଅନୁଭୂତ। କାଲି ବଡ଼ ଧରଣର ଭୂକଂପ ଝଟକା ଅନୁଭୂତ ହୋଇଥିଲା। ୧୫୭ ଜଣଙ୍କ ମୃତ୍ୟୁ , ୧୦୦ରୁ ଅଧିକ ଆହତ ହୋଇଛନ୍ତି।


error: Content is protected !!