କାବୁ ହେଲା ମଣିଷଖିଆ ବାଘ


ବନବିଭାଗ ଯନ୍ତା ପକାଇ ବାଘକୁ କାବୁ କରିବା ପରେ ଉତ୍ତେଜିତ ଲୋକେ ବାଘଟିକୁ ଛାଡ଼ିନଥିଲେ। ଧରମବନ୍ଦା ପୋଲିସ ସହ ବନ ବିଭାଗ , ଆଦିବାସୀ କଲ୍ୟାଣ ସଂଘର ହସ୍ତକ୍ଷେପ ପରେ ବାଘକୁ ନୂଆପଡା ବନ ବିଭାଗ କାର୍ଯ୍ୟାଳୟ ଅଣାଯାଇଛି।


error: Content is protected !!