RBI ସମ୍ମୁଖରେ ଲମ୍ବା ଲାଇନ


ଭୁବନେଶ୍ବର RBI ସମ୍ମୁଖରେ ଆଜି ବି ଲମ୍ବା ଲାଇନ ୨ ହଜାର ନୋଟ୍‌ ବଦଳ ପାଇଁ ଲୋକଙ୍କ ଲମ୍ବା ଲାଇନ ବାରିପଦା, ବାଲେଶ୍ବର, ବୌଦ୍ଧରୁ ଆସିଛନ୍ତି ଲୋକେ ବଲାଙ୍ଗିର, ମାଲକାନଗିରି ଜିଲ୍ଲାରୁ ମଧ୍ୟ ଲୋକେ ଆସି ଲାଇନ ଲଗାଇଛନ୍ତି।


error: Content is protected !!