ଗାଜାରେ ୮୮ UN ପ୍ରତିନିଧି ମୃତ


ଗାଜାରେ ୮୮ UN ପ୍ରତିନିଧି ମୃତ।ଇସ୍ରାଏଲ-ହମାସ ଯୁଦ୍ଧରେ ମିଳିତ ଜାତିସଂଘର ୮୮ ପ୍ରତିନିଧି ମୃତ। ଗାଜାରେ କାର୍ଯ୍ୟ କରିବା ବେଳେ ଯୁଦ୍ଧରେ ମୃତ୍ୟୁ ଘଟିଲାଣି। କୌଣସି ଏକ ଯୁଦ୍ଧରେ ସର୍ବାଧିକ UN ପ୍ରତିନିଧିଙ୍କ ମୃତ୍ୟୁ ସୂଚନା।


error: Content is protected !!