ଦିନକ ପରେ ଶୀତ


• ଦିନକ ପରେ ଶୀତ।

• ତଳମୁହାଁ ହେବ ପାରଦ, ଦିନକ ପରେ ଶୀତ ସମ୍ଭାବନା।

• ୨୪ ଘଣ୍ଟାରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି।

• ପରବର୍ତ୍ତୀ ସମୟରେ ପାରଦ ୩ରୁ ୪ ଡିଗ୍ରୀ ଖସିବା ସମ୍ଭାବନା।

• ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା।


error: Content is protected !!