ଜୟପୁରକୁ ଉଡ଼ିଲା ୨ୟ ବିମାନ


ଭୁବନେଶ୍ବରରୁ କୋରାପୁଟର ଜୟପୁରକୁ ଉଡ଼ିଲା ଦ୍ବିତୀୟ ବିମାନ। ସପ୍ତାହକୁ ସୋମବାର ଓ ଶୁକ୍ରବାର ଦୁଇ ଦିନ ଧରି ଉଡ଼ିବ ବିମାନ। ବିମାନ ସେବା ଯୋଗାଇବ ‘ଇଣ୍ଡିଆ ୱାନ୍‌ ଏୟାର’ ସଂସ୍ଥା।


error: Content is protected !!