ଓଲଟିଲା ଉପଜିଲ୍ଲାପାଳଙ୍କ ଗାଡ଼ି


ନୟାଗଡ଼ ଉପଜିଲ୍ଲାପାଳଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ।ଖୋର୍ଦ୍ଧା ବୋଲଗଡ଼ର କପାସିଆ ନିକଟରେ ଓଲଟିଲା ଗାଡ଼ି ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ ସୁରକ୍ଷିତ, ନିଜେ ଚଳାଉଥିଲେ ଗାଡ଼ି।


error: Content is protected !!