ବରଗଡ଼ ଏସ୍‌ପି ଅଫିସ୍‌ ଘେରିଲା ବିଜେପି


• ଅମ୍ବାଭୋନା ଥାନା ଭଙ୍ଗା ଘଟଣାରେ ଏସ୍‌ପି ଅଫିସ୍‌ ଘେରିଲା ବିଜେପି।

• ଭଟ୍‌ଲୀ ବିଧାୟକ ସୁଶାନ୍ତ ସିଂଙ୍କ ସମ୍ପୃକ୍ତି ଅଭିଯୋଗରେ ଘେରିଲା।

• ସୁଶାନ୍ତ ସିଂଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରି ଘେରାଉ କଲେ।

• ସାଂସଦ ସୁରେଶ ପୂଜାରୀ ଓ ସମ୍ପାଦକ ଈରାଶିଷ ଆଚାର୍ଯ୍ୟ ପ୍ରମୁଖ ସାମିଲ।


error: Content is protected !!