୧୬ରେ ଜୟନାରାୟଣଙ୍କ ଶୁଣାଣି


• ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଶୁଣାଣି ଘୁଞ୍ଚିଲା।

• ଆସନ୍ତା ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ।

• ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ଜୟନାରାୟଣ।


error: Content is protected !!