ଟ୍ରକ୍‌ ଓଲଟି ଡ୍ରାଇଭର ମୃତ


• ଆନନ୍ଦପୁର ଜାତୀୟ ରାଜପଥରେ ଟ୍ରକ୍‌ ଓଲଟି ଡ୍ରାଇଭର ମୃତ।

• ଘସିପୁରା ଥାନା ସାଳପଡା ବ୍ରିଜ ନିକଟରେ ଦୁର୍ଘଟଣା।

• ପାରାଦୀପ ଯିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା।


error: Content is protected !!