ବଡମ୍ବା କୁଆଁରପାଳ ଗାଁରେ ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ


ବଡମ୍ବା କୁଆଁରପାଳ ଗାଁରେ ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି କୁଆଁରପାଳ ଗାଁର ସଞ୍ଜୟ ପ୍ରଧାନ (୩୬)ବର୍ଷ ବୋଲି ଜଣା ପଡ଼ିଛି। ହାତୀ ଘଉଡ଼ାଇବା ପାଇଁ ବିଳମ୍ବିତ ରାତ୍ରିରେ କୁଆଁରପାଳ ପୋଖରୀ ପାଖ ଆମ୍ବ ତୋଟା ନିକଟରେ ଥିବା ସମୟରେ ହାତୀ ଆକ୍ରମଣ କରିଥିଲା। ଫଳ ରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଚି।


error: Content is protected !!