ସଞ୍ଜୟ ନାୟକଙ୍କୁ ମିଳିଲା ଜାମିନ


• ସିନେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଜାମିନ।

• ମହିଳା ସାମ୍ବାଦିକଙ୍କୁ ମାଡ଼ ମାରି ଗିରଫ ହୋଇଥିଲେ।

• ସଞ୍ଜୟଙ୍କୁ ଶନିବାର ଗିରଫ କରିଥିଲା କମିଶନର ପୋଲିସ।

• ୫୦ ହଜାର ଟଙ୍କା ଓ ଜାମିନଦାର ବଦଳରେ ଜାମିନ।

• ଭୁବନେଶ୍ବରର SDJM କୋର୍ଟ ଦେଲେ ଜାମିନ।

• ଦଫା ୩୫୪, ୩୪୧, ୩୨୩, ୨୯୪ରେ ଗିରଫ ହୋଇଥିଲେ।


error: Content is protected !!