ସଦର ପୋଲିସକୁ ମିଳିଲା ସଫଳତା


ବଲାଙ୍ଗିର:(ଯୁବକ ଜାଲ):- ଆଜି ବଲାଙ୍ଗିର ସଦର ପୋଲିସ ତିନିଜଣିଆ ଲୁଟେରା ଗୋଷ୍ଠୀଙ୍କୁ ଗିରଫ କରିଛି ।ସେମାନଙ୍କ ଠାରୁ ନଗଦ ଚାରିଶହ ପଚାଶ ତାଙ୍କ ତିନୋଟି ମୋବାଇଲ ଫୋନ୍ ଓ ତିନୋଟି ମୋଟରସାଇକେଲ ଜବତ କରିଛି ସଦର ପୋଲିସ ।ସେମାନଙ୍କ ନାମରେ ପୁଇନ୍ତଳ ଥାନା ସଦର ଥାନା ଓ ଟାଉନ ଥାନାରେ ଅନେକ ଚୋରି କେଶ ଓ ଡକାୟତି କେଶ ରହିଛି ।ସେମାନେ ହେଲେ ବଲାଙ୍ଗିର ବିଭୂତିପଡ। ଟାଉନ ରୁ ଦୁଇଜଣ ଓ ସମ୍ବଲପୁର ଖେତ୍ରର।ଜପୂରରୁ ଜଣେ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।


error: Content is protected !!