ସମ୍ବଲପୁରରେ 5T ଅଧ୍ୟକ୍ଷ


ସମ୍ବଲପୁର ଗସ୍ତରେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ସମଲେଶ୍ବରୀ ମନ୍ଦିରରେ ମା’ଙ୍କ ଦର୍ଶନ କଲେ। ଦର୍ଶନ ସହ ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କଲେ। ଉପସ୍ଥିତ ଥିଲେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ।


error: Content is protected !!