ରଥଯାତ୍ରାର ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ


ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କୁ ପ୍ରବେଶ ନିଷେଧ ପ୍ରସଙ୍ଗ।ଜରୁରୀ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାଶଙ୍କ ସୂଚନା।ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତୀକରଣ ଚାଲିଥିବାରୁ ପ୍ରବେଶ ବାରଣ ହୋଇଛି।ଭକ୍ତ ପ୍ରବେଶ କଲେ କାର୍ଯ୍ୟ ବାଧାପ୍ରାପ୍ତ ଆଶଙ୍କାରେ ବନ୍ଦ ରଖାଯାଇଛି।ଆଗାମୀ ରଥଯାତ୍ରା ପୂର୍ବରୁ ଉନ୍ନତୀକରଣ ଶେଷ କରିବାକୁ ଟାର୍ଗେଟ।ରଥଯାତ୍ରା ଠାରୁ ଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିପାରିବେ।ରଥଯାତ୍ରା ପରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଃଶୁଳ୍କ ପ୍ରବେଶ କରିପାରିବେ।


error: Content is protected !!