ଜନ ସମ୍ପର୍କ ପଦଯାତ୍ରା


ଉତ୍ତର ବିଧାନସଭା ପରିଚାଳନା କମିଟିର ସଦସ୍ୟ ଶ୍ରୀଯୁକ୍ତ ଜିପ୍ରସ୍ ଦିଗଲ ଙ୍କ ତତ୍ବାବଧାନରେ ନୟାପଲ୍ଲୀ ଜୋନ୍ ର ୱାଡ୍ ନଂ-୨୧ ଠାରେ ଏକ ଜନ ସମ୍ପର୍କ ପଦଯାତ୍ରା ହୋଇ ଯାଇଛି ,ଏହି ଜନ ସମ୍ପର୍କ ପଦଯାତ୍ରାରେ ଉତ୍ତର ବିଧାନସଭା ଏବଂ ନୟାପଲ୍ଲୀ ଜୋନ୍ ର ସାଥିମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ I


error: Content is protected !!