ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ


ଶ୍ରୀ ବିଶ୍ଵବନ୍ଧୁ ପାଣିଗ୍ରାହୀ,ଅଧିକ୍ଷଣ ଯନ୍ତ୍ରୀ,ଜନସ୍ୱାସ୍ଥ୍ୟ, ଭୁବନେଶ୍ୱରଙ୍କୁ ଆୟବର୍ହିଭୂତସମ୍ପତ୍ତି ଆୟର ୩୩୮% ଠୁଳମାମଲାରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି।ଆୟବର୍ହିଭୂତସମ୍ପତ୍ତି ମଧ୍ୟରେ ଜମା ₹୪କୋଟିରୁ ବେଶୀ,୩ଟି କୋଠା, ଭୁବନେଶ୍ୱରରେ ୩ ବିଏଚକେ ଫ୍ଲାଟ ପାଇଁ ଅଗ୍ରୀମ ₹୩୯ ଲକ୍ଷ ଦିଆଯାଇଛି, ୬ଟିପ୍ଲଟ୍ ଆଦି ରହିଛି।


error: Content is protected !!