ସୁଶାନ୍ତ ପ୍ରତାପଙ୍କ କୁଶପୁତ୍ତଳିକା ଦାହ


ସୁଶାନ୍ତ ପ୍ରତାପଙ୍କ କୁଶପୁତ୍ତଳିକା ଦାହ।ବିଧାୟକ ସୁଶାନ୍ତ ସିଂ ଓ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ।ସମ୍ବଲପୁର ଗୋଲବଜାରରେ କୁଶପୁତ୍ତଳିକା ଦାହ କଲା ବିଜେପି ଯୁବ ମୋର୍ଚ୍ଚା।ଅମ୍ବାଭୋନା ଥାନା ଭଙ୍ଗା ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରତିବାଦ।


error: Content is protected !!