ପ୍ରୋଟୋକଲ ଭାଙ୍ଗିଛନ୍ତି ରାଜ୍ୟପାଳ


ରାଜ୍ୟପାଳ ପ୍ରୋଟୋକଲ ଭାଙ୍ଗିଥିବା ଅଭିଯୋଗ କଲା କଂଗ୍ରେସ। ଅଭିଯୋଗ କଲେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ।ରାଜ୍ୟପାଳ ନବୀନ ନିବାସକୁ ଯିବା ଦ୍ବାରା ପ୍ରୋଟୋକଲ ଭଙ୍ଗ ହୋଇଛି।ରାଜ୍ୟପାଳ କାହିଁକି ଯାଇଥିଲେ ସ୍ପଷ୍ଟ କରନ୍ତୁ କହିଲେ ପଞ୍ଚାନନ।


error: Content is protected !!