ଓଁ ଶ୍ରୀ ସାଇରାମ ହୃଦରୋଗୀମାନଙ୍କ ପାଇଁ ଏକ ଜରୁରୀ ସୂଚନା


ଭଗବାନ ବାବାଙ୍କ ଅପାର କୃପାରୁ ଏକ ହୃଦରୋଗ ପରୀକ୍ଷଣ ଶିବିର ଶ୍ରୀ ସତ୍ୟ ସାଇ ସେବାସମିତି,ତିର୍ତ୍ତୋଲ, ଦାମୋଦର ପାଟଣା (ସାଇକ୍ରିଷ୍ନା ନିଳୟମ) ଠାରେ ଆସନ୍ତା ତା- 12/11/23ରିଖ (ରବିବାର) ଦିବା ନଅ ଘଟିକା ସମୟରେ ଅନୁଷ୍ଠିତ ହେବ l ଉକ୍ତ ଶିବିରରେ ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ପି. କେ. ଦାଶ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ସମସ୍ତ S R P ରୋଗୀ ମାନଙ୍କ ଅବଗତି ନିମନ୍ତେ ଏ କଥା ଜଣାଇ ଦିଆ ଯାଉଛିକି,ଯେଉଁ ଭାଇ ଭଉଣୀ ମାନେ ଚାହିଁବେ ସେମାନେ ଉକ୍ତ ସ୍ଥାନରେ ପହଞ୍ଚି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିପାରିବେ l ସମସ୍ତଙ୍କୁ ହୃଦୟ ଭରା ସାଇରାମ l 🙏🏻🙏🏻🙏🏻ଯୋଗାଯୋଗ ନଂ -9437025121ସୁରଥ କୁମାର ସୂତାରସାଇ କ୍ରିଷ୍ନା ନିଳୟମଦାମୋଦର ପାଟଣାତିର୍ତ୍ତୋଲ


error: Content is protected !!