ଡଲଝିଲ କାଶ୍ମୀରରେ ଭୀଷଣ ନିଆଁ ଲାଗିଲା


ଡଲଝିଲ କାଶ୍ମୀରରେ ଭୀଷଣ ନିଆଁ ଲାଗିଲା।ନିଆଁ ଟି ହଟାତ ଏକ ହ୍ରଦ ପାଖରେ ଥିବା ଗେଷ୍ଟ ହାଉସ ରୁ ବାହାରିଲା ଚାଁହୁ ଚାଁହୁ ଚାରୋଟି ଅତ୍ୟାଧୁନିକ ବୋଟ ଆଡକୁ ନିଆଁ ମାଡିଗଲା।ଦମକଳ ଗାଡି ଆସିବା ପରେ ନିଆଁ କୁ ଆୟତ୍ତ କରାଗଲା।ସେତେବେଳେକୁ ସବୁ ପୋଡି ଛାରଖାର ହେଇଗଲା।ନିଆଁ ଲାଗିବା କାରଣ ଅସ୍ପୃଷ୍ଟ।


error: Content is protected !!