ଅନ୍ଧାର ଉପରେ ଆଲୋକର ବିଜୟ


ଅଧର୍ମ ଉପରେ ଧର୍ମର ଜୟ।ଆଜି ଆଲୋକର ପର୍ବ ଦୀପାବଳୀ। ଆପଣ ଏବଂ ଆପଣଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ଜୀବନରେ ଭରିଦେଉ ସୁଖ,ଶାନ୍ତି,ସମୃଦ୍ଧି। ପବିତ୍ର କାଳୀପୂଜା ଓ ଦୀପାବଳୀ ଅବସରରେ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି।


error: Content is protected !!