ନଦୀରୁ ପୁଅକୁ ଉଦ୍ଧାର କରିବା ବେଳେ ବୁଡ଼ିଯାଇ ବାପା ମୃତ


କଟକ: ନଦୀରୁ ପୁଅକୁ ଉଦ୍ଧାର କରିବା ବେଳେ ବୁଡ଼ିଯାଇ ବାପା ମୃତ।ନରାଜ କୈବର୍ତ୍ତସାହି ନଦୀଘାଟରେ ଗାଧୋଇଲା ବେଳେ ଘଟିଥିଲା ଅଘଟଣ।ଗୁରୁତର ଅବସ୍ଥାରେ ଉଦ୍ଧାର ବାପାକୁ ମୃତ ଘୋଷଣା କଲେ ଡାକ୍ତର।ଏକାଠି ଗାଧୋଇବା ବେଳେ ପ୍ରଥମେ ୮ ବର୍ଷର ପୁଅ ବୁଡ଼ିଯାଇଥିଲା।ପୁଅର ଜୀବନ ବଞ୍ଚାଇ ପାରିଥିଲେ ବି ବାପାଙ୍କ ଜୀବନ ଚାଲିଗଲା।


error: Content is protected !!