ରାୟଗଡ଼ା, ୯।୧ ରାୟଗଡ଼ା ଜିଲା ଅବକାରୀ ବିଭାଗ ପକ୍ଷରୁ ରାୟଗଡ଼ା ଉପଖଣ୍ଡର ବିଭିନ୍ନ ସ୍ଥାନରେ ରେଡ କରାଯାଇ ୯ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୨୨୮ ଲିଟର ଦେଶୀ ମଦ, ୨୯୦୦ ଲିଟର ମହୁଲ ପୋଚ, ୨୩୫ ଲିଟର ସହ ୬ ମୋଟର ସାଇକେଲ ଜବତ କରାଯାଇଛି । ଅବକାରୀ ବିଭାଗର ରାୟଗଡ଼ା ସଦର ଥାନା ଇନ୍ସପେକ୍ଟର ସତ୍ୟନାରାୟଣ ଦାସ
ରାୟଗଡ଼ା ଉପଖଣ୍ଡର ଜେ କେ ପୁର, ରାୟଗଡ଼ା ପିଚୁ କଲୋନୀ, କୁମ୍ଭିକୋଟା, ଭେଜପା, ଖଟଗନ୍ଥା, କଲ୍ୟାଣସିଂହପୁର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍