ଛତ୍ରପୁର,୯ା୧: ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଅଞ୍ଚଳର ଏକ ଅତର ଭାଟିରୁ ଚୋରି ଅଭିଯୋଗରେ ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମାଟିଖାଲ ଅଞ୍ଚଳର ମିଟୁ ପ୍ରଧାନ, କଣମଣା ଅଞ୍ଚଳର ଏସ. ମୋହନ ରେଡ୍ଡୀ, ଏସ. ଗୋବିନ୍ଦ ରେଡ୍ଡୀ, ଛତ୍ରପୁର ଅଞ୍ଚଳର ଯୀଶୁ ସ୍ବାଇଁ ଓ ସନୋଜ କୁମାର ।ସୂଚନା ପ୍ରକାରେ ଅତର ଭାଟିରୁ କିଛିଦିନ ତଳେ
ଏହି ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ତଦନ୍ତ ଅଧିକାରୀ ଅଭିଜିତ ସାମଲ ସୂଚନା ଦେଇଛନ୍ତି।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍