ବନ୍ଧୁକ ମୁନରେ ଲୁଟ୍‌


ଆଠଗଡ଼ ଫ୍ଲିପ୍‌କାର୍ଟ ଅଫିସରେ ବନ୍ଧୁକ ମୁନରେ ଲୁଟ୍‌।ଅଶୋକନଗର ସ୍ଥିତ ଅଫିସରେ ପଶି ଲୁଟି ନେଲେ ଟଙ୍କା ବାକ୍ସ। ଦୁଇ ମୁଖା ପିନ୍ଧା ଦୁର୍ବୃତ୍ତ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଲେ।


error: Content is protected !!