ଚଢ଼ିଗଲା ଟ୍ରକ୍‌


ବରଗଡ଼: ବାଇକ୍‌କୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍‌, ୨ ମୃତ।ଅତାବିରା ଥାନା ଦେବାହାଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା।ଟ୍ରକ୍‌ ଧକ୍କାରେ ଘଟଣାସ୍ଥଳରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ।୨ ଜଣ ଏକ ବୀମା କମ୍ପାନୀର କର୍ମଚାରୀ ହୋଇଥିବା ସୂଚନା।


error: Content is protected !!