ଅଭିନେତ୍ରୀ ଗିରଫ


ଭୁବନେଶ୍ୱର: ଅଭିନେତ୍ରୀ ମୌସୁମୀ ନାୟକ ଗିରଫ।ମୌସୁମୀଙ୍କୁ ଗିରଫ କଲା ଇନଫୋସିଟି ଥାନା ପୋଲିସ।ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ ଗିରଫ।ଗିରଫ ପରେ ମୌସୁମୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା।


error: Content is protected !!