ଛଟ୍‌ ପୂଜା ପାଇଁ ପୁରୀ-ପାଟନା ମଧ୍ୟରେ ଚାଲିବ ସ୍ପେଶାଲ ଟ୍ରେନ୍‌


ଛଟ୍‌ ପୂଜା ପାଇଁ ପୁରୀ-ପାଟନା ମଧ୍ୟରେ ଚାଲିବ ସ୍ପେଶାଲ ଟ୍ରେନ୍‌; ୧୩ ଓ ୧୫ ତାରିଖରେ ପୁରୀରୁ ୧୧ଟା ୩୦ରୁ ଛାଡ଼ିବ ଟ୍ରେନ୍‌, ୧୪ ଓ ୧୬ ତାରିଖରେ ପାଟନାରୁ ସନ୍ଧ୍ୟା ୬ଟାରେ ଫେରିବ।


error: Content is protected !!