ଲଣ୍ଡନ ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କୁ ଭେଟିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଓ ପତ୍ନୀ କ୍ୟୋକୋ ଜୟଶଙ୍କର


ଦୀପାବଳିରେ ୧୦ ଡାଉନିଂ ଷ୍ଟ୍ରିଟ୍‌ରେ ଲଣ୍ଡନ ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କୁ ଭେଟିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଓ ପତ୍ନୀ କ୍ୟୋକୋ ଜୟଶଙ୍କର ।ସାକ୍ଷାତକାରରେ ସୁନାକଙ୍କୁ ଏକ ଗଣେଶ ମୂର୍ତ୍ତି ଓ ବିରାଟ କୋହଲିଙ୍କ ସିଗ୍ନେଚର ଥିବା ବ୍ୟାଟ୍ ପ୍ରଦାନ କଲେ ଜୟଶଙ୍କର।


error: Content is protected !!