୨୩୯ ପଣବନ୍ଦୀଙ୍କୁ ମୁକ୍ତି କଲେ ଯୁଦ୍ଧ ବନ୍ଦ


ଷଷ୍ଠ ସପ୍ତାହରେ ପହଞ୍ଚିଲା ଇସ୍ରାଏଲ-ହମାସ୍‌ ମଧ୍ୟରେ ଲଢ଼େଇ। ୨୩୯ ପଣବନ୍ଦୀଙ୍କୁ ହମାସ୍‌ ମୁକ୍ତ କଲେ ଯୁଦ୍ଧ ବନ୍ଦ ପାଇଁ ସର୍ତ୍ତ। ଟେଲିଭିଜନ ବାର୍ତ୍ତାରେ ସ୍ପଷ୍ଟ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ।ଯୁଦ୍ଧ ପରେ ହମାସ୍‌କୁ ସାମରିକ କ୍ଷମତା ଶୂନ୍ୟ କରାଯିବ କହିଲେ। ଗାଜାର ସୁରକ୍ଷା ଇସ୍ରାଏଲ ସେନାବାହିନୀ ହାତରେ ରହିବ- ନେତନ୍ୟାହୁ। ଗାଜା ଦଖଲ ଇସ୍ରାଏଲର ଲକ୍ଷ୍ୟ ନୁହେଁ ବୋଲି ସ୍ପଷ୍ଟ କଲେ।


error: Content is protected !!