ଦୀପାବଳି ଦିନ ଦୁର୍ଘଟଣାରେ ଚାଲିଗଲା ସ୍ୱାମୀଙ୍କର ଜୀବନ


ଦୀପାବଳି ଦିନ ଦୁର୍ଘଟଣାରେ ଚାଲିଗଲା ସ୍ୱାମୀଙ୍କର ଜୀବନ । ସ୍ୱାମୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଥିଲେ ପତ୍ନୀ। ଏମିତି ଦୁଃଖ ସହିପାରି ନ ଥିଲେ । ଏପଟେ ସ୍ୱାମୀଙ୍କ ଜୁଇ ଜଳୁଥିଲା । ସେପଟେ ଝୁଲି ପଡିଥିଲେ ପତ୍ନୀ ।ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ସୁନାଖଳା ଅଞ୍ଚଳରେ ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।


error: Content is protected !!