ମେଟ୍ରୋ ରେଳ ପ୍ରକଳ୍ପକୁ ମଂଜୁରୀ


ମେଟ୍ରୋ ରେଳ ପ୍ରକଳ୍ପକୁ ମଂଜୁରୀ।ଆଉ ପାଦେ ଆଗେଇଲା କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ। ମେଟ୍ରୋ ରେଳ ପ୍ରକଳ୍ପ ଡିପିଆର୍‌କୁ ରାଜ୍ୟ କ୍ୟାବିନେଟ ମଂଜୁରୀ।ଫେଜ୍-୧ ଡିପିଆର୍‌କୁ ରାଜ୍ୟ କ୍ୟାବିନେଟର ମଂଜୁରୀ।ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୁଳିଆ ମେଟ୍ରୋ ରେଳ।


error: Content is protected !!