ଟସ୍‌ ଜିତିଲେ ବ୍ୟାଟିଂ ଗାଭାସ୍କର


ଟସ୍‌ ଜିତିଲେ ବ୍ୟାଟିଂ ଗାଭାସ୍କର।ବିଶ୍ୱକପ୍‌ ସେମି ପୂର୍ବରୁ ଟିମ୍‌ ଇଣ୍ଡିଆକୁ ସୁନୀଲ ଗାଭାସ୍କରଙ୍କ ପରାମର୍ଶ।ଟସ୍‌ ଜିତିଲେ ପ୍ରଥମେ ବ୍ୟାଟିଂ ନେବାକୁ ପରାମର୍ଶ ଦେଲେ ଲିଟିଲ୍‌ ମାଷ୍ଟର।ବୋଲିଂ ଶକ୍ତି ଯେତେ ଦୃଢ଼, ଆଗ କି ପଛ ବୋଲିଂ ସମସ୍ୟା ନୁହେଁ।


error: Content is protected !!