ସାମ୍ବାଦିକକୁ ମାଡ଼


ଭୋଗରାଇ ବ୍ଲକ କର୍ମଚାରୀଣିଙ୍କ ଦାଦାଗିରି ଅଫିସରେ ବିଡ଼ିଓ ନାହାନ୍ତି କାହିଁକି ପଚାରି ବାରୁ ବୁମ୍ କୁ ପେଲିଦେବା ସହିତ ସାମ୍ବାଦିକ କୁ ମାଡ଼ । ସୁଚନା ଅନୁଯାୟୀ ଆଜି ସାଧାରଣ ଲୋକେ ଅଭିଯୋଗ ଧରି ବାହାରେ ବହୁ ସମୟ ଧରି ହନ୍ତସନ୍ତ ହେଉଥିଲେ କାହିଁକି ବିଡ଼ିଓ ଆସିନାହାନ୍ତି ତାର ନିଉଜ କଭରେଜ କରିବା ସମୟରେ ବ୍ଲକରେ ଉପସ୍ଥିତ ପିଓନ ଗୀତା ଜେନା ଙ୍କୁ ପଚାରିବାରୁ ସାମ୍ୱାଦିକ ଜଗନ୍ନାଥ ଗିରି ଉପରକୁ ଅତତ୍କିତ ଆକ୍ରମଣ କରିଥିଲେ। ଜଣେ କାର୍ଯ୍ୟାରତ ସାମ୍ବାଦିକ ଉପରେ ଏମିତି ଆକ୍ରମଣ ସମସ୍ତେ ନିନ୍ଦା କରିଛନ୍ତି।


error: Content is protected !!