ମଧୁସୂଦନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରୀ ଆତ୍ମହତ୍ୟା


ମଧୁସୂଦନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନବମ ଶ୍ରେଣୀ ରେ ପାଠ ପଢ଼ୁଥିବା ଛାତ୍ରୀ ଆତ୍ମ ହତ୍ୟା କରିଥିବା ସୂଚନା |100 ଶଯ୍ୟା ବିଶିଷ୍ଠ ଛାତ୍ରୀ ହଷ୍ଟେଲ ଭିତରେ ହୋଇଛି ଘଟଣା ।ଦିନ ବେଳା ସମସ୍ତଙ୍କ ଉପସ୍ଥିତି ରେ ଛାତ୍ରୀ ଜଣଙ୍କ କେମିତି ଆତ୍ମହତ୍ୟା କଲେ ତାକୁ ନେଇ ଉଠିଛି ବଡ ପ୍ରଶ୍ନ ।ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ଥିବା ବେଳେ ମୋଟୁ ପୋଲିସ ର ତନା ଘନା ଜାରି ରହିଛି |


error: Content is protected !!