ଦୁଷ୍କର୍ମୀକୁ ୨୦ବର୍ଷ ଜେଲ୍‌ଦଣ୍ଡ


ଫୁଲବାଣୀ: ଦୁଷ୍କର୍ମୀକୁ ୨୦ବର୍ଷ ଜେଲ୍ ସହ ୨୦ହଜାର ଜରିମାନା। ଦୋଷୀ ଅଶୋକ ନାୟକକୁ ଜେଲ୍‌ ଦଣ୍ଡାଦେଶ ଦେଲେ ପୋକ୍ସୋ କୋର୍ଟ। ୨୦୨୦ ବାଲିଗୁଡ଼ା ଅଞ୍ଚଳରେ ନାବଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ପୀଡ଼ିତାକୁ ୬ଲକ୍ଷ କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନ ପ୍ରାଧିକରଣକୁ ନିର୍ଦ୍ଦେଶ।


error: Content is protected !!