ମହାମାୟୀ ମହିଳା ମହାିଦ୍ୟାଳୟରେ ଯୁଗ୍ମ ଯୁବ ବିକାଶ


ମହାମାୟୀ ମହିଳା ମହାିଦ୍ୟାଳୟରେ ଯୁଗ୍ମ ଯୁବ ବିକାଶ କାର୍ଯ୍ୟକ୍ରମରେ ଆୟୋଜିତ ଖେଳ ପ୍ରତିଯୋଗିତାରେ ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ବହୁ କର୍ପୋରେଟର, ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଅଧ୍ୟକ୍ଷା ତଥା ବହୁ ଶିକ୍ଷାବିତ ଓ ବିଜେଡି ନେତୃବୃନ୍ଦ ମାନେ ଉପସ୍ଥିତି ରହି କ୍ରୀଡା ମଶାଲ ପ୍ରଜ୍ବଳନ କରି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ଉଜ୍ବଳ ଭବିଷ୍ୟତର କାମନା କରିଥିଲେ।


error: Content is protected !!