ପାଣିପାଗ ସମ୍ପର୍କୀତ ଖବର


ପାଣିପାଗ ସମ୍ପର୍କୀତ ଖବର।ଦକ୍ଷିଣପୂର୍ବ ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ସୁଦୃଶଃ ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ରେ ଆଜି ସୁଦ୍ଧା ଏକ ଅବପାତ ଏବଂ ପରେ ଉତ୍ତରପଶ୍ଚିମ ଦିଗରେ ଗତିକରିହେବା ସମ୍ଭାବନା।


error: Content is protected !!