ସୁନ୍ଦରଗଡ଼ କୁତ୍ରାରେ ବୃଦ୍ଧା ଗୁରୁଣ୍ଡିଗୁରୁଣ୍ଡି ବ୍ୟାଙ୍କ ଯିବା ଘଟଣା


ସୁନ୍ଦରଗଡ଼ କୁତ୍ରାରେ ବୃଦ୍ଧା ଗୁରୁଣ୍ଡିଗୁରୁଣ୍ଡି ବ୍ୟାଙ୍କ ଯିବା ଘଟଣା।ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବୃଦ୍ଧାଙ୍କୁ ମିଳିଲା ସହାୟତା।ବୃଦ୍ଧାଙ୍କୁ ଭେଟି ଟ୍ରାଇସାଇକେଲ ପ୍ରଦାନ କଲେ କୁତ୍ରା ବିଡିଓ।ଆଧାର ଲିଙ୍କ୍ ନଥିବାରୁ ଗୁରୁଣ୍ଡି ଗୁରୁଣ୍ଡି ୩୦ କିମି ବ୍ୟାଙ୍କ ଯାଇଥିଲେ ବୃଦ୍ଧା।


error: Content is protected !!